ବୁଡିଲା ଡଙ୍ଗା: ୨ ମୃତ, ୭ ନିଖୋଜ
·2 years ago

ଅର୍ଗସ ବ୍ୟୁରୋ: ମହାନଦୀରେ ବୁଡିଲା ଡଙ୍ଗା। ମହାନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା। ଲଖନପୁର ଶରଧାରୁ ବାଞ୍ଜିପାଲିକୁ ଯାଉଥିଲା ଡଙ୍ଗା। ଡଙ୍ଗାରେ ଯାଉଥିଲେ ୫୦ ଜଣ ଯାତ୍ରୀ। ତେବେ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୭ ନିଖୋଜ ଥିବା ସୂଚନା।
ଏକ ଯାତ୍ରୀବାହୀ ଡଙ୍ଗା ମହାନଦୀରେ ବୁଡି ଯାଇଛି । ଡଙ୍ଗାରେ ଅନେକ ମହିଳା ଓ ଶିଶୁ ଥିଲେ । ଡଙ୍ଗା ବୁଡିବା ପରେ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଡଙ୍ଗାରେ ପ୍ରାୟ ୪୦ ଜଣଙ୍କୁ ମତ୍ସ୍ୟଜୀବୀ ଉଦ୍ଧାର କରିଥିବା ସୂଚନା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

