ବାଇକ ଧକ୍କାରେ ଜଣେ ମୃତ
·2 years ago

ଅର୍ଗସ ବ୍ୟୁରୋ: ସମ୍ବଲପୁର ଶାସନ କୀଲାସମା ସମଲେଶ୍ୱରୀ ଢ଼ାବା ପାଖରେ ଏକ ପଲସର ବାଇକ ଏକ ଟ୍ରକକୁ ଧକ୍କା ଦେଲା। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଛି।
ମୃତ ଯୁବକ ଜଣଙ୍କ ହେଲେ ସ୍ଥାନୀୟ ବିଶାଳ ଖିଣ୍ଡା ଗ୍ରାମର ଜଣେ ଯୁବକ। ଶାସନ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: