|
logo
Live

Argus News - ବାଇକ ଦୁର୍ଘଟଣାରେ ଜଣେ ମୃତ

Odisha

ବାଇକ ଦୁର୍ଘଟଣାରେ ଜଣେ ମୃତ

Banajyotshna Ray
Browse all articles by Banajyotshna Ray
·2 years ago
ବାଇକ ଦୁର୍ଘଟଣାରେ ଜଣେ ମୃତ

ଅର୍ଗସ ବ୍ୟୁରୋ: ଭାଣିଜୀ ଘର ଯାଉଥିବା ସମୟରେ ପହଙ୍ଗା ଛକରେ ବାଇକ ସହିତ ବାଇକ ଧକ୍କା,ଜଣେ ମୃତ l ସୂଚନା ଅନୁଯାୟୀ ସୁକୁଦେଇପୁର ଗାଁର ନୀଳମଣି ମଲ୍ଲିକ ନିଜ ଭାଣିଜୀକୁ ଆଣିବାକୁ ପହଙ୍ଗା ଗାଁକୁ ଯାଉଥିଲେ l ହଠାତ ପହଙ୍ଗା ଛକରେ ଅପରପକ୍ଷରୁ ଏକ ବାଇକ ଦ୍ରୁତଗତିରେ ଆସି ନୀଳମଣିଙ୍କ ବାଇକକୁ ଧକ୍କା ଦେଇଥିଲା l ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ନୀଳମଣିଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ନୀଳମଣିକୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବାଇକ ଦୁର୍ଘଟଣାରେ ଜଣେ ମୃତ | Argus News