Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପରିବାର ଲୋକଙ୍କ ସାମନାରେ ମହିଳାଙ୍କୁ କଚାଡି଼ ମାରିଲା ଦନ୍ତା

Odisha

ପରିବାର ଲୋକଙ୍କ ସାମନାରେ ମହିଳାଙ୍କୁ କଚାଡି଼ ମାରିଲା ଦନ୍ତା

Banajyotshna Ray
Browse all articles by Banajyotshna Ray
·2 years ago
ପରିବାର ଲୋକଙ୍କ ସାମନାରେ ମହିଳାଙ୍କୁ କଚାଡି଼ ମାରିଲା ଦନ୍ତା

ଅର୍ଗସ ବ୍ୟୁରୋ: ପରିବାର ଲୋକଙ୍କ ସାମନାରେ ମହିଳାଙ୍କୁ କଚାଡି଼ ମାରିଲା ଦନ୍ତା । ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ପୁଣ୍ଡୁପୋଖରୀ ସାହିରେ ଅଭାବନୀୟ ଘଟଣା । ହାତୀ ଭୟରେ ଘରୁ ବାହାରି ଜୀବନ ବଞ୍ଚାଇବା ପାଇଁ ଦୌଡି ଯାଉଥିବା ବେଳେ ମହିଳାଙ୍କୁ ଶୁଣ୍ଡରେ ଟାଣିନେଲା ଦନ୍ତା । ମୃତକ  ଇତୱାରୀ ବଦ୍ରା । ରାତି3ଟା ସମୟରେ ଖାଦ୍ୟ ଅନ୍ବେଷଣ ପାଇଁ ଗାଁକୁ ପଶି ଆସିଥିଲା ଦନ୍ତା । ଗ୍ରାମବାସୀ ହାତୀ ଘଉଡାଇବାକୁ ଚେଷ୍ଟା କରୁଥିବାବେଳେ ଜୀବନ ବଞ୍ଚାଇବାକୁ ଇତୱାରୀ ଘର ଭିତରୁ ବାହାରି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ  ।

କିନ୍ତୁ ଦନ୍ତାହାତୀ ମହିଳାଙ୍କୁ ଶୁଣ୍ଡରେ ଟାଣି ନେଇ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା ।  ବନବିଭାଗର ଏକ ଟିମ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one dead in elephant attack | Argus News