Videos
|
Odisha

ହାତୀ ଆକ୍ରମଣରେ ଜଣେ ମୃତ

Rashmita Mishra
Browse all articles by Rashmita Mishra
·1 year ago
ହାତୀ ଆକ୍ରମଣରେ ଜଣେ ମୃତ

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁତା ଗ୍ରାମରେ ଦୁଇ ଦିନ ଧରି ଏକ ଗଠଛଡ଼ା ଦନ୍ତାହାତୀ ଉତ୍ପାତ ଚଲେଇଥିବା ବେଳେ ବନବିଭାଗ ଓ ଗ୍ରାମବାସୀ ମିଳିତ ଘଉଡ଼ାଉ ଥିବା ବେଳେ ହାତୀ ଟି ବୁଲି ପଡି କୁଲୁକୁତା ଗ୍ରାମର ଗୋବିନ୍ଦ ମୁଣ୍ଡା କୁ ଶୁଣ୍ଢରେ କଚାଡିଦେଇ ଥିଲା, ପରେ ସେ ଗୁରୁତର ହୋଇ ପଡ଼ିଥିବା ରୁ ତାଙ୍କୁ ବନବିଭାଗ ସଙ୍ଗେ ସଙ୍ଗେ ବଣାଇ ଡାକ୍ତରଖାନାକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘଷଣା କରିଥିଲେ ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
One dead in elephant attack | Argus News