Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦନ୍ତା ଆକ୍ରମଣରେ ଜଣେ ମୃତ

Odisha

ଦନ୍ତା ଆକ୍ରମଣରେ ଜଣେ ମୃତ

Banajyotshna Ray
Browse all articles by Banajyotshna Ray
·2 years ago
ଦନ୍ତା ଆକ୍ରମଣରେ ଜଣେ ମୃତ

ଅର୍ଗସ ବ୍ୟୁରୋ:  ଦନ୍ତା ନେଲା ଜୀବନ। ବାଙ୍କୀ ଗୟଳବାଙ୍କ ଗାଁରେ ଦନ୍ତା ଆକ୍ରମଣରେ ଜଣେ ମୃତ। ମୃତକ ସେହି ଗାଁର ରଞ୍ଜନ କୁମାର ସାହୁ ଓରଫ୍ ବାଙ୍କ। ରାତି ପ୍ରାୟ ସାଢେ଼ ୧୧ଟା ବେଳେ ରଞ୍ଜନ ବାହାରକୁ ଆସିଥିବା ବେଳେ ହଠାତ୍ ହାତୀଟି ତାଙ୍କୁ ଦଳି ଦେଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ମୃତକଙ୍କ ପରିବାରକୁ ସରକାରୀ ସହୟତା ଯୋଗାଇବାକୁ ଦାବି କରିଛନ୍ତି ଗ୍ରାମବାସୀ। ସେପଟେ ବାରମ୍ୱାର ଏଭଳି ଘଟଣା ଘଟୁଥିବାବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one dead in elephant attack | Argus News