Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦନ୍ତା ହାତୀ ଆକ୍ରମଣ ରେ ଜଣେ ମୃତ

Rashmita Mishra
Browse all articles by Rashmita Mishra
·1 year ago
ଦନ୍ତା ହାତୀ ଆକ୍ରମଣ ରେ ଜଣେ ମୃତ

ଅର୍ଗସ ବ୍ୟୁରୋ: କାମର୍ଦା ଗ୍ରାମର ପିତବାସ ବିଶ୍ଵାଳ ଙ୍କ ପୁଅ  ରଂଜିତ ବିଶ୍ୱାଳ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟ ଘଟିଥିବା ସୂଚନା । ବୟସ ପାଖାପାଖି ୩୬ ହବ । ସେ ଗାଁ ନିକଟସ୍ଥ ଜଙ୍ଗଲକୁ ଛତୁ ଖୋଜିବା ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣ ରେ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ମୃତ ଦେହ ପଡି ରହିଛି ବର୍ତ୍ତମାନ ଘଟଣସ୍ଥଳରେ ମହାବିରୋଡ ବାନାଞ୍ଚଳ ରେଞ୍ଜର ହରେସ କିସାନ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One dead in elephant attack | Argus News