Videos
|
Odisha

ଶୌଚ ପାଇଁ ଯାଇ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ

Banajyotshna Ray
Browse all articles by Banajyotshna Ray
·1 year ago
ଶୌଚ ପାଇଁ ଯାଇ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ

ଅର୍ଗସ ବ୍ୟୁରୋ:  ହାତୀ ନେଲା ଜୀବନ । ହମିରପୂର୍ କିସାନ୍ ଟୋଲାରେ ଅଭାବନୀୟ ଘଟଣା ଘଟଛି । ଶୌଚ କରିବାକୁ ଯାଇ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ ହୋଇଛି । ମୃତକ 75 ବର୍ଷୀୟ ସୁଧୁ ବଦାଇକ। ଆଜି ଭୋର୍ ସମୟରେ ଶୌଚ କରିବାକୁ ଯାଇଥିବା ବେଳେ ଏଭଳି ଘଟିଛି ଘଟଣା । ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ବାରମ୍ୱାର ଏଭଳି ଘଟଣା ଘଟୁଥିବାବେଳେ ଏନେଇ ବନବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହୋଇପଡୁଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one dead in elephant death in sundargarh | Argus News