Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଜ୍ରାଘାତରେ ଜଣେ ମୃତ

Rashmita Mishra
Browse all articles by Rashmita Mishra
·2 years ago
ବଜ୍ରାଘାତରେ ଜଣେ ମୃତ

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ନୂଆଗାଁ ଗ୍ରାମ ରେ ବଜ୍ରାଘାତରେ ଜଣେ ମୃତ । ମୃତକ ଜଣକ ହେଲେ ଲମ୍ବୋଧର ପାଣିଗ୍ରାହି  ବାପା ଶତ୍ରୁଘ୍ନ ପାଣିଗ୍ରାହୀ ବୟସ ତାଙ୍କର ୩୬। ସୂଚନା ମୁତାବକ ଆଜି ଲମ୍ବୋଦର ଚାଷ କାମ କରିବାକୁ ଜମିକୁ ଯାଇଥିଲେ ମଧ୍ୟାହ୍ନ ୩ଟା ସମୟରେ ଅତ୍ୟଧିକ ବର୍ଷା ହେବା ସହ ଘଡ଼ଘଡି ଓ ବିଜୁଳି ମାରିଥିଲା ଯେଉଁଥିରେ ଲମ୍ବୋଦର ସେଠାରେ ଅଚେତ୍ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଡଗଡ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଡାକ୍ତର ଲମ୍ବୋଦର ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One dead in lightning strike | Argus News