ପିକ୍ଅପ୍ ଧକ୍କାରେ ଜଣେ ମୃତ
·1 year ago

ଅର୍ଗସ ବ୍ୟୁରୋ: ଆଜି କୋରାପୁଟ ଜିଲ୍ଲା କୋଟପାଡ଼ ଏନଏସ ଅନ୍ତର୍ଗତ ଶାଇବାବା ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ବ୍ରହପୁରର ବର୍ଷାରାଣି ବସର କଣ୍ଡକ୍ଟର ଡମ୍ବରୁ ପାଣିଗ୍ରାହୀ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ମୃତକ ଜଣକ ହୋଟେଲରେ ଖାଇବାକୁ ଯିବା ସମୟରେ ପିକଅପ ପଛଚକାରେ ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ପରେ ତାଙ୍କୁ କୋଟପାଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
