Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁଇ ବାଇକ ଦୁର୍ଘଟଣା, ଜଣେ ମୃତ

Odisha

ଦୁଇ ବାଇକ ଦୁର୍ଘଟଣା, ଜଣେ ମୃତ

Banajyotshna Ray
Browse all articles by Banajyotshna Ray
·1 year ago
ଦୁଇ ବାଇକ ଦୁର୍ଘଟଣା, ଜଣେ ମୃତ

ଅର୍ଗସ ବ୍ୟୁରୋ: ଠାକୁରପାଟଣା ଛକ ନିକଟରେ ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା,ଜଣେ ବାଇକ ଚାଳକ ମୃତ l ଏହାସହ ଦୁର୍ଘଟଣାରେ ଦୁଇଜଣ ବାଇକ ଚାଳକ ଗୁରୁତର ହେଇଥିଲେ l ସ୍ଥାନୀୟ ଲୋକେ ଗୁରୁତର ଦୁଇଜଣଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି l ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one dead in road accident | Argus News