ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ
·2 years ago

ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଡିଭାଇଡର ଭାଙ୍ଗି ବସ୍ କୁ ପିଟିଲା କାର୍ । ଏହି ଦୁର୍ଘଟଣାରେ ଜଣେ ମୃତ ହୋଇଥିବାବେଳେ ୩ ଣ ଗୁରୁତର ଥିବା ସୂଚନା। ମୃତକ ଜଣଙ୍କର ପରିଚୟ ମିଳିନି। କାର ଟି ପଟିଆରୁ ଡ଼ମାନ ଆଡକୁ ଯାଉଥିଲା । କାର ଟି ଦ୍ରୁତ ଗତିରେ ଯାଉଥିଲା ବୋଲି ସୂଚନା। ନିୟନ୍ତ୍ରଣ ହରାଇ ଡିଭାଇଡର ପିଟି ହୋଇ ଡ଼ମାନ ପଟୁ ଆସୁଥିବା ବସକୁ ପିଟି ଥିଲା । ବସକୁ ପିଟି ହୋଇ ଉଡିଥିଲା କାର । କାର ରେ ଥିଲେ 4 ଜଣ । 3 ଆହତ କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସର ତଦନ୍ତ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: