Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସାପ କାମୁଡ଼ାରେ ମହିଳା ମୃତ

Odisha

ସାପ କାମୁଡ଼ାରେ ମହିଳା ମୃତ

Banajyotshna Ray
Browse all articles by Banajyotshna Ray
·2 years ago
ସାପ କାମୁଡ଼ାରେ ମହିଳା ମୃତ

ଅର୍ଗସ ବ୍ୟୁରୋ:  ସାପ କାମୁଡ଼ାରେ ମହିଳା ମୃତ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତ କଣଛନ୍ଦା ଗାଁ ରେ ବିଷଧର ସାପ କାମୁଡ଼ାରେ ମହିଳାଙ୍କର ମୃତୁ ହୋଇଛି । ମୃତକ ହେଲେ ବ୍ରଜକିଶୋର ବେହେରାଙ୍କ ପତ୍ନୀ ମିନା ବେହେରା । ସେ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ିଥିଲା। ପରିବାରବର୍ଗ ତାଙ୍କୁ ଗୁରୁତର ଅବସ୍ଥାରେ ବିଞ୍ଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ମିନାଙ୍କୁ ମୃତ ଘୋଷଣା କରିଥିଲେ। ବିଞ୍ଝାରପୁର ପୋଲିସ ଶବ ବ୍ୟବଛେଦ ପାଇଁ ମୃତ ଶରୀର କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
one dead in snake attack | Argus News