|
logo
Live

Argus News - ଜଙ୍ଗଲକୁ କୌଣସି କାମ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ   

Odisha

ଜଙ୍ଗଲକୁ କୌଣସି କାମ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ   

Manini Pattanayak
Browse all articles by Manini Pattanayak
·2 years ago
ଜଙ୍ଗଲକୁ କୌଣସି କାମ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ   

ବଲାଙ୍ଗିର: ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଟିଟିଲାଗଡ ଥାନା ଗୁଲୁମି ଜଙ୍ଗଲକୁ କୌଣସି କାମ ପାଇଁ ଯାଇ ଥିବା ବେଳେ  ଆକ୍ରମଣ କରିଥିଲା ଭାଲୁ। ଗୁରୁତର ଅବସ୍ଥାରେ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତି  କରାଯାଇଥିଲା, ପରେ ଅତି ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇ ଥିବା ଜଣାପଡିଛି l

ଗୁରୁତର ବ୍ୟକ୍ତି ଜଣକ ହେଲେ ବେଳପଦର ଗାଁର ଲୋଚନ ରାଉତ  l ବନ ବିଭାଗର ଅବହେଳା ଯୋଗୁଁ ଅନେକ ଲୋକେ ଭାଲୁ ଆକ୍ରମଣ ର ଶିକାର ହେଉ ଥିବା ଅଭିଯୋଗ l କାରଣ ବନ ବିଭାଗ ପେଟ୍ରୋଲିଂ କରୁ ନ ଥିବା ଯୋଗୁଁ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳିଛି l
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜଙ୍ଗଲକୁ କୌଣସି କାମ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ    | Argus News