|
logo
Live

Argus News - କେନ୍ଦୁଝରରେ ଡେଙ୍ଗୁ ଆତଙ୍କ; ଜଣେ ମୃତ, ୪ ଆକ୍ରାନ୍ତ 

Odisha

କେନ୍ଦୁଝରରେ ଡେଙ୍ଗୁ ଆତଙ୍କ; ଜଣେ ମୃତ, ୪ ଆକ୍ରାନ୍ତ 

Smruti Parija
Browse all articles by Smruti Parija
·1 year ago
କେନ୍ଦୁଝରରେ ଡେଙ୍ଗୁ ଆତଙ୍କ; ଜଣେ ମୃତ, ୪ ଆକ୍ରାନ୍ତ 

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଡେଙ୍ଗୁ ଆତଙ୍କ । ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ହୋଇଥବାବେଳେ ଆଉ ୪ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ବଡ଼ବିଲ ପୌରାଞ୍ଚଳ ୪ ନମ୍ବର ୱାର୍ଡ ଶ୍ରୀରାମ ନଗରର ୩୭ ବର୍ଷୀୟା ବିରି ବିଶ୍ୱକର୍ମା ଜ୍ବରରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।  ତାଙ୍କର ଦିନ ବେଳେ ମୃତ୍ୟୁ ହୋଇଥିଲା। 

ତେବେ ଏହା ଡେଙ୍ଗୁ ଜନିତ ମୃତ୍ୟୁ ହୋଇଥିବା ପ୍ରମାଣ କରିବା ଉଦ୍ଦେଶ୍ୟରେ ରକ୍ତ ନମୁନା ଭୁବେନେଶ୍ୱର ସେଣ୍ଟ୍ରାଲ ଲ୍ୟାବକୁ ପଠା ଯାଇଛି । ଏଥିସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଡେଙ୍ଗୁ ସନ୍ଦେହରେ ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇଥିବାବେଳେ ଏଥିରୁ ୪ ଜଣଙ୍କର ଡେଙ୍ଗୁ ଚିହ୍ନଟ ହୋଇଥିବା କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ, ତଥା ଅଧିକ୍ଷକ ଅସୀମ କୁମାର ଦେ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କେନ୍ଦୁଝରରେ ଡେଙ୍ଗୁ ଆତଙ୍କ; ଜଣେ ମୃତ, ୪ ଆକ୍ରାନ୍ତ  | Argus News