Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜମିସ୍ତ୍ରୀକୁ ହତ୍ୟା, କାରଣ ଅସ୍ପଷ୍ଟ

Odisha

ରାଜମିସ୍ତ୍ରୀକୁ ହତ୍ୟା, କାରଣ ଅସ୍ପଷ୍ଟ

Smruti Parija
Browse all articles by Smruti Parija
·2 years ago
ରାଜମିସ୍ତ୍ରୀକୁ ହତ୍ୟା, କାରଣ ଅସ୍ପଷ୍ଟ

ବ୍ରହ୍ମପୁର:  ରାଜମିସ୍ତ୍ରୀକୁ ହତ୍ୟା । ବଡ଼ଗଡ଼ ଥାନା ଅନ୍ତର୍ଗତ ଦୁର୍ଗାମାଧବପୁର ଓ ହରପ୍ରିୟାପୁର ନିକଟରେ ଥିବା ଏକ ସେତୁ ନିକଟରେ ଜଣେ ରାଜ ମିସ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ମନୋଜ ବେହେରା । ତାଙ୍କ ଘର ବ୍ରହ୍ମପୁର ଆଙ୍କୁଳି ବୋଲି ସୂଚନା ମିଳିଛି । ହତ୍ୟାର କାରଣ ଜଣା ପଡି ନଥିବାବେଳେ ପୋଲିସ ଜଣକୁ ଅଟକ ରଖି ତଦନ୍ତ କରୁଛି ।
 

ଆହୁରି ପଢନ୍ତୁ ଅପରାଧ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one-labour-killed-in-harapriyapur-berhampur | Argus News