Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପେଶାଗତ ମନ୍ଦିର ଚୋର ଗିରଫ, ପୋଲିସର ତଦନ୍ତ ଜାରି

Odisha

Crime / ପେଶାଗତ ମନ୍ଦିର ଚୋର ଗିରଫ, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·2 years ago
ପେଶାଗତ ମନ୍ଦିର ଚୋର ଗିରଫ, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ: ପେଶାଗତ ମନ୍ଦିର ଚୋରକୁ  ଗିରଫ କଲା ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ପୋଲିସ  । ଗିରଫ ଅଭିଯୁକ୍ତ ବରପାଲି ଥାନା ସତଲମା ଗାଁର ରାଜୀବ ତ୍ରିପାଠୀ ।  ଶନିବାର ରାତିରେ ପଦ୍ମପୁର ସ୍ଥିତ ମା କାଳୀ ମନ୍ଦିରରୁ  କିଛି ଘଣ୍ଟି ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଏହାସହ ଅଧିକ ତଦନ୍ତ କରୁଛି ପୋଲିସ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime | one thief arrested in boudh | Argus News