ଚିତ୍ରକୋଣ୍ଡା ବନବିଭାଗକୁ ସଫଳତା
·1 year ago

ମାଲକାନଗିରି: କଇଁଛ ଚୋରା ଚାଲାଣ ବେଳେ ମାଡି ବସିଲା ବନବିଭାଗ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ରାଜୁଲୁକୋଣ୍ଡା ନିକଟରେ ଧରିଲା ବନ ବିଭାଗ । ଚାଲାଣ ବେଳେ ୧ ଟନ୍ କଇଁଛ ଜବତ, ହେବା ସହ ୨ ଜଣ ଗିରଫ ହୋଇଛନ୍ତି । ୩୫ଟି ବସ୍ତାରେ କଇଁଛକୁ ପ୍ୟାକ୍ କରି ଚାଲାଣ କରାଯାଉଥିଲା ।
ତେବେ ଦୁଇ ଜଣ ହେଲେ 72 ଗ୍ରାମର ସଞ୍ଜିତ ଗାରାମ ଓ ସଂଜୀବ ବେପାରୀ । ସେମାନେ ଏହି କଇଁଛକୁ ଆନ୍ଧ୍ରରୁ 72 ଗ୍ରାମକୁ ନେଉଥିବା ସୂଚନା ଦେଇଛନ୍ତି । ବର୍ତ୍ତମାନ ଅଧିକ ଛାନଭିନ କରୁଛନ୍ତି ବନଭିବାଗ ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: