Cancer Medicine / କ୍ୟାନ୍ସର ଦୂର କରିବ ଅଫିମ ମଞ୍ଜି, ଅଫିମ ମଞ୍ଜିରୁ ତିଆରି ହେବ କ୍ୟାନ୍ସର ଔଷଧ
·1 hour ago·2 min read

Key Points
କ୍ୟାନ୍ସର ଦୂର କରିବ ଅଫିମ ମଞ୍ଜି
ଅଫିମ ମଞ୍ଜିରୁ ତିଆରି ହେବ କ୍ୟାନ୍ସର ଔଷଧ
କ୍ୟାନ୍ସର ବିରୋଧରେ ଲଢ଼େଇକୁ ନୂଆ ଆଶା ଦେଖାଇଛି NIT ରାଉରକେଲା

ରାଉରକେଲା,୦୧/୧୦: କ୍ୟାନ୍ସର ଦୂର କରିବ ଅଫିମ ମଞ୍ଜି। ଅଫିମ ମଞ୍ଜିରୁ ତିଆରି ହେବ ନୂଆ କ୍ୟାନ୍ସର ଔଷଧ। କ୍ୟାନ୍ସର ବିରୋଧରେ ଲଢ଼େଇକୁ ନେଇ ଏଭଳି ନୂଆ ଆଶା ଦେଖାଇଛି NIT ରାଉରକେଲା। ପୁରା ବିଶ୍ୱ ରେ ଏବେ କ୍ୟାନ୍ସର ରୋଗ ଚିନ୍ତା ବଢ଼ାଇଛି। ସବୁଠି ୟେ ୟେ ରୋଗ ସହ ଲଢ଼ିବା ପାଇଁ ବହୁ ଚେଷ୍ଟା ଚାଲିଛି । ବହୁ ପରୀକ୍ଷା ନିରୀକ୍ଷା ଚାଲିଛି । ମେଡିକାଲ କଲେଜ ହେଓ କି ବିଶେଷଜ୍ଞ ସମସ୍ତେ ଏବେ ଲାଗି ପଡ଼ିଛନ୍ତି ୟେ ମହାମାରୀ ରୁ କେମିତି ମନୁଷ୍ୟ ସମାଜ କୁ ରକ୍ଷା କରିବେ । ତେବେ ରାଉରକେଲା ଏନଆଇଟି ଓ ବ୍ରହ୍ମପୁର ଆଇଜର ଅନୁଷ୍ଠାନ ମିଶି ପ୍ରସ୍ତୁତ କରିଛନ୍ତି ନୂଆ ଉଦ୍ଭାବନ। ଆଉ ୟେ ଉଦ୍ଭାବନ ରେ ଅଫିମ ଗଛ ର ମଞ୍ଜି ଓ ତାର କିଛି ଅଂଶ ରୁ ନୂଆ ଉଦ୍ଭାବନ ହେଉଛି ।
ଆମେ ସମସ୍ତେ ଏବେ ଚିନ୍ତା କରିବାକୁ ବାଧ୍ୟ ହୋଇଛନ୍ତି କେମିତି ସମାଜ କ୍ୟାନ୍ସର ଭଳି ମହାମାରୀ ରୁ ମୁକ୍ତି ପାଇବେ । ଜଣେ କୁ ଦୁଇ ଜନ ନୁହେଁ, ପୁରା ବିଶ୍ୱ ଏବେ ୟେ ରୋଗ ଉପରେ ଗବେଷଣା କରୁଛନ୍ତି । କେବଳ କ୍ୟାନ୍ସର ସେଲ୍ ନଷ୍ଟ ହେବା ଦରକାର, ଅନ୍ୟ ସେଲ୍ ଯେମିତି ନଷ୍ଟ ନ ହେବ ସେଥି ପାଇଁ ଅନବରତ ପ୍ରୟାସ ଜାରି ରହିଛି। ଏବେ ରାଉରକେଲା ଏନଆଇଟି ଓ ବ୍ରହ୍ମପୁର ଆଇଜର ଅନୁଷ୍ଠାନ ମିଶି ପ୍ରସ୍ତୁତ କରୁଛନ୍ତି ନୂଆ ଉଦ୍ଭାବନ। ଅଫିମ ଗଛ ର ମଞ୍ଜି କୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ନୂଆ ମେଡିସିନ । ଏବେ ଦିନ ରାତି ମିଶି ଦୁଇ ଅନୁଷ୍ଠାନ ରେ ୟେ ନେଇ ଅଧିକ ଗବେଷଣା ଜାରି ରହିଛି । ସବୁଠାରୁ ବଡ କଥା ହେଉଛି କେମିତି ଭଲ ସେଲ୍ ନଷ୍ଟ ନ ହେବେ । କେବଳ କ୍ୟାନ୍ସର ସେଲ୍ ହିଁ ନଷ୍ଟ ହେବେ । ରାଉରକେଲା ଏନଆଇଟି ର ଲାଇଫ ସାଇନ୍ସ ବିଭାଗ ଓ କେମିଷ୍ଟ୍ରୀ ବିଭାଗ ମିଳିତ ଭାବେ ୟେ ଗବେଷଣା ଆରମ୍ଭ କରିଛନ୍ତି । ଦୁଇ ବିଭାଗ ସହ ଆଇଜର ମଧ୍ୟ ମିଶି କାମ କରୁଛି । ଗତ କିଛି ମାସ ହେଲା ୟେ ନୂଆ ଉଦ୍ଭାବନ ମିଳିଛି ବୋଲି କହିଛନ୍ତି ଏନଆଇଟି ଛାତ୍ରୀ ଶ୍ରୁତି ବିଶ୍ୱାଳ ଓ ଛାତ୍ର ଦୀପକ କୁମାର ବେହେରା
ପଢନ୍ତୁ ଏହି ଖବର: ଏଣିକି ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତଙ୍କ ପାଇଁ ସହଜ ହେବ ଜଗା ଦର୍ଶନ, ଉତ୍ତର ଦ୍ବାରରେ ହେଲା ଏହି ବ୍ୟବସ୍ଥା
ଗତ କିଛି ମାସ ର ପରିଶ୍ରମ ପରେ ୟେ ସଫଳତା ମିଳିଛି । ଆଗକୁ କେମିତି ୟେ ଉଦ୍ଭାବନ ଜଣ ମାନସ କୁ ମହାମାରୀ ରୁ ଉଦ୍ଧାର କରିବ ସେ ନେଇ ଅନବରତ ପ୍ରୟାସ ଜାରି ରହିଛି। ଦୁଇ ଅନୁଷ୍ଠାନ ର ପିଲା ଓ ଅଧ୍ୟାପକ ୟେ ନେଇ ଅନବରତ ଚେଷ୍ଟା କରୁଛନ୍ତି । ଏବେ ୟେ ପେଟେଣ୍ଟ ସରକାର ଙ୍କ ଦ୍ଵାରା ସ୍ୱୀକୃତି ପ୍ରାପ୍ତ ହୋଇଛି। ଆଗକୁ ଖୁବ୍ ଶୀଘ୍ର ୟେ ଗବେଷଣା ସଫଳ ହେବ । ପ୍ରଥମେ ପଶୁ ଙ୍କୁ ଉପରେ ୟେହର ସଫଳ ପରୀକ୍ଷଣ ହେବ । ପୁଣି ଆସନ୍ତା ଏକ ବର୍ଷ ମଧ୍ୟ ରେ ୟେହା ଜନ ସାଧାରଣ ଙ୍କ କାମରେ ଆସିବ ବୋଲି କହିଛନ୍ତି NITର ପ୍ରଫେସର ବିବେକାନନ୍ଦ ମଲ୍ଲିକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories