|
logo
Live
Argus News App
GET APP

Argus News - ବିଜେଡି ନେତା ଉମା ସାମନ୍ତରାୟଙ୍କୁ ବିରୋଧ

Odisha

ବିଜେଡି ନେତା ଉମା ସାମନ୍ତରାୟଙ୍କୁ ବିରୋଧ

Banajyotshna Ray
Browse all articles by Banajyotshna Ray
·2 years ago
ବିଜେଡି ନେତା ଉମା ସାମନ୍ତରାୟଙ୍କୁ ବିରୋଧ

ଅର୍ଗସ ବ୍ୟୁରୋ:  ପୁରୀ ବ୍ରହ୍ମଗିରିରେ ବିଜେଡି ନେତା ଉମା ସାମନ୍ତରାୟଙ୍କୁ ବିରୋଧ । ବିରୋଧର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗତକାଲି ଉମାକାନ୍ତ ସାମନ୍ତରାୟ ଗିରଳ ଛକରୁ ଅଲାରନାଥ ଦେଇ ସାତପଡାରେ ପହଁଞ୍ଚିଥିଲେ । ସାଙ୍ଗରେ କିଛି ବିଜେଡି ସମର୍ଥକ ବାଇକ୍ ରାଲି କରିଥିଲେ । ହେଲେ ରାଲିରେ ସଞ୍ଜୟ ଦାସବର୍ମାଙ୍କ ଅନୁପସ୍ଥିତିକୁ ପାଇଁ କିଛି ଲୋକ ଏହାକୁ ବିରୋଧ କରିଥିବା ଭିଡିଓ ଭାଇଲାର ହୋଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଜେଡି ନେତା ଉମା ସାମନ୍ତରାୟଙ୍କୁ ବିରୋଧ | Argus News