Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କୁ ବିରୋଧ 

Smruti Parija
Browse all articles by Smruti Parija
·1 year ago·1 min read
ନବୀନଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କୁ ବିରୋଧ 

ବ୍ରହ୍ମପୁର: କ୍ଷମତାରୁ ଗଲା ପରେ ଦୁର୍ବଳ ହେଉଛି ବିଜେଡି । ନବୀନ ପଟ୍ଟନାୟକ କ୍ଷମତାରେ ଥିବାରୁ ତାଙ୍କୁ ମିଳୁଥିଲା ଜନ ସମର୍ଥନ। ଯେଉଁଠି ଜନ ସମର୍ଥନ ମିଳୁଥିଲା ସେଠି ତାଙ୍କ ନେତୃତ୍ବକୁ ପ୍ରତିନିଧି ମାନେ ମାନୁନାହାନ୍ତି । ଯେଉଁଠି ସେ ନେତୃତ୍ବ ନେଉଥିଲେ ସେଠାରେ ସୃଷ୍ଟି ହେଉଛି ବିବାଦ । କ୍ଷମତାରୁ ଗଲା ପରେ ହିଞ୍ଜିଳି ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । 


ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କୁ ବିରୋଧ । ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମିଟିଂକୁ ଆସି ନଥିଲେ । ତେଣୁ ଚର୍ଚ୍ଚା ହେଉଛି ଲୋକମାନେ ବିଜେଡି ସହ ନଥିଲେ । କ୍ଷମତାରେ ଥିବାରୁ ତାଙ୍କୁ ସେତେବେଳେ ମିଳୁଥିଲା ସମର୍ଥନ । ଆଉ କ୍ଷମତାରୁ ହଟିବା ପରେ ଗ୍ରାଉଣ୍ଡରେ ତାର ଚିତ୍ର ସ୍ପଷ୍ଟ ଦେଖାଦେଉଛି ।

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Opposition to Naveen's district council representative Dekananda Mohapatra | Argus News