Odisha ASO Vacancy / ASO ପଦରେ ଭର୍ତ୍ତି ପାଇଁ ଆସିଲା ବିଜ୍ଞପ୍ତି; ଜାଣନ୍ତୁ ଆବେଦନର ସମସ୍ତ ତଥ୍ୟ
·27 mins ago·2 min read

Key Points
ASO ଗ୍ରୁପ୍-ବି ପଦବୀରେ ନିଯୁକ୍ତି ପାଇଁ ଆସିଲା ବିଜ୍ଞପ୍ତି । ୩୪୦ଟି ସହକାରୀ ସେକ୍ସନ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ନଭେମ୍ବର ୯ରୁ ଅନଲାଇନ୍ ଆବେଦନ ।
ଭୁବନେଶ୍ଵର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OPSC) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସଚିବାଳୟ ସେବା କ୍ୟାଡର (ଗୃହ ବିଭାଗ) ଅଧୀନରେ ୩୪୦ଟି ସହକାରୀ ସେକ୍ସନ ଅଧିକାରୀ (ASO ଗ୍ରୁପ୍-ବି) ପଦବୀରେ ନିଯୁକ୍ତି ଆରମ୍ଭ ହେବ ।
ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ https://www.opsc.gov.in ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ । ଅନଲାଇନ୍ ଆବେଦନ ପ୍ରକ୍ରିୟା ୨୦୨୬ ନଭେମ୍ବର ୯ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୩୦ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ।
ଲିଖିତ ପରୀକ୍ଷା ତାରିଖ: ୨୦୨୭ ଜାନୁଆରୀ ୧୭ (ରବିବାର) ।
ଖାଲି ପଦର ବିବରଣୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୋଟ ୩୪୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ୧୧୪ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସାଧାରଣ (UR) ବର୍ଗରେ ୧୪୪ଟିରୁ ୪୮ଟି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । SEBC ଲାଗି ୩୮ଟି ପଦ ଥିବାବେଳେ ୧୩ଟି ମହିଳାଙ୍କ ପାଇଁ ରହିଛି । ଅନୁସୂଚିତ ଜାତି (SC) ଲାଗି ୮୧ଟି (୨୭ଟି ମହିଳା), ଅନୁସୂଚିତ ଜନଜାତି (ST) ପାଇଁ ୭୭ଟି (୨୬ଟି ମହିଳା)ଙ୍କ ପାଇଁ ରହିଛି ।
ଏହାବ୍ୟତୀତ ଦିବ୍ୟାଙ୍ଗ (୨୫ଟି), ପ୍ରାକ୍-ସୈନିକ (୧୯ଟି) ଏବଂ କ୍ରୀଡ଼ାବିତ୍ (୩ଟି) ପଦ ମଧ୍ୟ ସଂରକ୍ଷଣ ରହିଛି । ତୃତୀୟ ଲିଙ୍ଗୀ (Transgender) ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ ।
ଆବେଦନ ପାଇଁ ଯୋଗ୍ୟତା
ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୨୦୨୬ ଜାନୁଆରୀ ୧ ସୁଦ୍ଧା ୨୧ ବର୍ଷରୁ ୪୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅର୍ଥାତ୍ ଜନ୍ମ ୧୯୮୪ ଜାନୁଆରୀ ୨ ତାରିଖ ପୂର୍ବରୁ ଏବଂ ୨୦୨୫ ଜାନୁଆରୀ ୧ ତାରିଖ ପରେ ହୋଇନଥିବ । ସଂରକ୍ଷିତ ବର୍ଗ ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ନିୟମାନୁଯାୟୀ ବୟସ କୋହଳ କରାଯିବ ।
ଏଥିସହ ପଢ଼ନ୍ତୁ: ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର; ୭, ୨୬୮ କନେଷ୍ଟବଳ ପଦବୀ ପାଇଁ ଆବେଦନ ଆରମ୍ଭ
ଶିକ୍ଷାଗତ ଯୋଗ୍ୟତା: ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ (Bachelor's Degree) ଏବଂ କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ ।
ଓଡ଼ିଆ ଭାଷାଜ୍ଞାନ: ପ୍ରାର୍ଥୀ ଓଡ଼ିଆରେ କହିବା, ପଢ଼ିବା ଏବଂ ଲେଖିବା ଜାଣିଥିବେ ଏବଂ ଏମ୍.ଇ. (M.E.) କିମ୍ବା ମାଟ୍ରିକସ୍ତରରେ ଓଡ଼ିଆ ଏକ ଭାଷା ଭାବରେ ପାସ୍ କରିଥିବେ ।
ପରୀକ୍ଷା ଦେୟ
ଏସସି (SC), ଏସଟି (ST) ଏବଂ ଦିବ୍ୟାଙ୍ଗ (PWD) ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ୭୦୦/- ଟଙ୍କା ଅନଲାଇନ୍ ଜରିଆରେ ଦେୟ ଦେବାକୁ ହେବ । ପ୍ରାଥମିକ ଲିଖିତ ପରୀକ୍ଷାରେ ପ୍ରକୃତରେ ଭାଗ ନେଇଥିବା ପ୍ରାର୍ଥୀମାନଙ୍କୁ ଏହି ଦେୟ ଫେରସ୍ତ କରାଯିବ ।

ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା (୪୦୦ ନମ୍ବର): ଏଥିରେ ପେପର-I (ସାଧାରଣ ଜ୍ଞାନ), ପେପର-II (ଯୁକ୍ତି ଏବଂ ଗଣିତ) ଏବଂ ପେପର-III (ଇଂରାଜୀ ଓ ଓଡ଼ିଆ ଭାଷା) ଅନ୍ତର୍ଭୁକ୍ ତ। ପ୍ରତ୍ୟେକ ଭୁଲ୍ ଉତ୍ତର ପାଇଁ ୦.୨୫ ନମ୍ବର କଟାଯିବ । କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ (ପ୍ରାକ୍ଟିକାଲ୍- ୫୦ ନମ୍ବର): ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ କ୍ୱାଲିଫାଇଂ ପରୀକ୍ଷା (ସର୍ବନିମ୍ନ ୪୦% ନମ୍ବର ଆବଶ୍ୟକ) ।