Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁକୁର ଝୁଣିବା ପାଇଁ 10 ଲକ୍ଷ ତଣ୍ଡ 

Smruti Parija
Browse all articles by Smruti Parija
·2 years ago
କୁକୁର ଝୁଣିବା ପାଇଁ 10 ଲକ୍ଷ ତଣ୍ଡ 

କଟକ: ବୁଲା କୁକୁର କାମୁଡ଼ାରେ ୪ ବର୍ଷର ଶିଶୁ ମୃତ୍ୟୁ ମାମଲାରେ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ପୁରୀ ପୌରପାଳିକାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 2016 ମସିହା ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ ଘଟିଥିଲା ଏହି ଘଟଣା । 2016 ମସିହାରେ ଜଗନ୍ନାଥ କଲୋନୀରେ ଶିଶୁଟି ଖେଳୁଥିବାବେଳେ ଟାଣି ନେଇଥିଲା କୁକୁର । ଶିଶୁକୁ ଟାଣି ନେଇ ବେକ ଓ ମୁଣ୍ଡକୁ ଝୁଣି ଖାଇଦେଇଥିଲା କୁକୁର ।  

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Orissa High Court directs Puri municipality to pay Rs 10 lakh compensation to family of a four-year-old child killed in dog bite in 2016 | Argus News