Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

`ଓ ହବ୍’ ରେ ପାପ ପେଡ଼ି ଖୋଲିବା ଡରରେ ଛାନିଆ ଅଧିକାରୀ 

Smruti Parija
Browse all articles by Smruti Parija
·2 years ago
`ଓ ହବ୍’ ରେ ପାପ ପେଡ଼ି ଖୋଲିବା ଡରରେ ଛାନିଆ ଅଧିକାରୀ 

ଅର୍ଗସ ବ୍ୟୁରୋ: `ଓ ହବ୍’ ରେ ପାପ ପେଡ଼ି ଖୋଲିବା ଡରରେ ଛାନିଆ ଅଧିକାରୀ । O-HUB କେଳେଙ୍କାରୀ ନେଇ ଅର୍ଗସରେ ଖବର ପରେ ଆକ୍ସନ ମୋଡରେ ସରକାର । ଅଫିସକୁ  MSME ମନ୍ତ୍ରୀଙ୍କ ଅଚାନକ ଗସ୍ତ ପରେ ଥର ହର ଦୁର୍ନୀତି ଖୋର ଅଫିସର । 

ଚାକିରିରୁ ବିଦା ହେଲେ ଓଡ଼ିଶା ଷ୍ଟାର୍ଟ ଅପର ସିନିୟର୍ ମିଶନ ଆସୋସିଏଟ୍ । ନିଜ ଆଡୁ ଇସ୍ତଫା ଦେଲେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ OSD । ଦୁଇ ଦିନ ଭିତରେ ସମସ୍ତ ଅଭିଯୋଗର ଦସ୍ତାବିଜ୍ ଦାଖଲ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଅଭିଯୋଗ ପ୍ରମାଣିତ ହେଲେ 7 ଦିନ ଭିତରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଓ-ହବ୍ ବିଲ୍ଡିଂରେ ଓଡ଼ିଶାର ନଗଣ୍ୟ ଷ୍ଟାର୍ଟଅପ୍ କୁ ମିଳିଛି ଜାଗା । ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କୁ ଅନୁକମ୍ପା ଦେଖାଇ ଅଣଓଡ଼ିଆ ଅଧିକାରୀ ନେଉଛନ୍ତି ମଜା । 

ଆହୁରି ପଢନ୍ତୁ ଓଡିଶା ଖବର... 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OSD of the Executive Chairman resigned from his post-in-o-hub | Argus News