Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଇକ୍‌କୁ ଧକ୍କା ଦେଲା ଓଏସଆରଟିଏସ ବସ: ୩ ମୃତ

Odisha

ବାଇକ୍‌କୁ ଧକ୍କା ଦେଲା ଓଏସଆରଟିଏସ ବସ: ୩ ମୃତ

Ritu Das
Browse all articles by Ritu Das
·1 year ago
ବାଇକ୍‌କୁ ଧକ୍କା ଦେଲା ଓଏସଆରଟିଏସ ବସ: ୩ ମୃତ

ଅର୍ଗସ ବ୍ୟୁରୋ: ଓଏସଆରଟିଏସ ବସର ବଡ଼ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ 3 ବାଇକ ଅରୋହୀଙ୍କ ମୃତ୍ୟୁ ହୋଇଛି। ବସଟି ମାଲକାନଗିରିରୁ ପଡିଆ ଅଭିମୁଖେ ଯାଉଥିବା ସମୟରେ mv 7 ନମ୍ବର ବ୍ରିଜ ନିକଟରେ ଦୁର୍ଘଟଣା ଘଟିଥିଲା। 

ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ ଡ୍ରାଇଭର ଫେରାର ହୋଇଯାଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OSRTS bus | Argus News