OTET Result Out / ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ; ଏମିତି ଡାଉନଲୋଡ୍ କରନ୍ତୁ ମାର୍କସିଟ୍
·8 hours ago·2 min read

Key Points
ପ୍ରକାଶ ପାଇଲା OTET ପରୀକ୍ଷା ଫଳ
ମୋଟ୍ ୮୪,୭୩୧ ଜଣ ପରୀକ୍ଷା ଦେଇଥିଲେ
୫୩,୩୧୪ ଜଣ ପରୀକ୍ଷାରେ କୃତକାର୍ଯ୍ୟ
ମୋଟ୍ ୮୪,୭୩୧ ଜଣ ପରୀକ୍ଷା ଦେଇଥିଲେ
୫୩,୩୧୪ ଜଣ ପରୀକ୍ଷାରେ କୃତକାର୍ଯ୍ୟ
କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ ୯୭ ହଜାର ୧୫୧ ଜଣ ପ୍ରାର୍ଥୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ, ୮୪ ହଜାର ୭୩୧ ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ମୋଟ ୫୩ ହଜାର ୩୧୪ ଜଣ ପ୍ରାର୍ଥୀ OTETରେ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ପାସ୍ ହାର ରହିଛି ୬୪.୪୮ ପ୍ରତିଶତ ।
ଗତ ଜୁଲାଇ ୫ ତାରିଖରେ ହୋଇଥିଲା ଏହି ପରୀକ୍ଷା । ପେପର-୧ ଓ ପେପର-୨କୁ ମିଶାଇ ମୋଟ ୯୭ ହଜାର ୧୫୧ ଜଣ ପ୍ରାର୍ଥୀ ପଞ୍ଜୀକରଣ କରିଥିଲେ । ୧୨ ହଜାର ୪୨୦ ଜଣ ଅନୁପସ୍ଥିତ ଥିଲେ । ମୋଟ ପାସ୍ ହାର ୬୪.୪୮ ପ୍ରତିଶତ ରହିଥିବା ବେଳେ ପେପର-୧ରେ ପାସ୍ ହାର ୬୮.୨୮ ଓ ପେପର-୨ରେ ୬୦.୬୮ ପ୍ରତିଶତ ରହିଛି ।
Paper-I ପାଇଁ ୨୪,୯୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅନୁପସ୍ଥିତ ଥିଲେ ୩,୮୩୦ ଜଣ ପରୀକ୍ଷାର୍ଥୀ । ତେବେ କୃତକାର୍ଯ୍ୟ ହୋଇଛନ୍ତି ୧୭,୦୬୫ ଜଣ ପରୀକ୍ଷାର୍ଥୀ । ପାସ୍ ହାର ରହିଛି ୬୮.୨୮% । ସେହିପରି Paper-II ପାଇଁ ୫୯,୭୪୦ ପରୀକ୍ଷାର୍ଥ ପଞ୍ଜୀକରଣ କରିଥିଲେ । ସେଥିରୁ ଅନୁପସ୍ଥିତ ଥିଲି ୮,୫୯୦ ଜଣ ପରୀକ୍ଷାର୍ଥୀ । ମୋଟ କୃତକାର୍ଯ୍ୟ ହୋଇଛନ୍ତି ୩୬,୨୪୯ ଜଣ ପରୀକ୍ଷାର୍ଥୀ। ପାସ୍ ହାର: ୬୦.୬୮% ରହିଛି ।

- ଏମିତି ଡାଉନଲୋଡ୍ କରନ୍ତୁ ମାର୍କସିଟ୍ ଓ ଆନ୍ସର ସିଟ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ପେପର ଲିକ୍ ରୋକିବା ପାଇଁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି; ପରୀକ୍ଷା ସଂସ୍କାର ପାଇଁ ଟାସ୍କଫୋର୍ସ ଗଠିତ
- ଜୁଲାଇ ୫ରେ ହୋଇଥିଲା ପରୀକ୍ଷା
Related Topics
Explore more stories