Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ରେଡିଟ କାର୍ଡ ରିନ୍ୟୁଆଲ କହି  OTP ମାଗିଲେ: ଲୁଟିନେଲେ  ୩୮ ହଜାର  

Manini Pattanayak
Browse all articles by Manini Pattanayak
·1 year ago
କ୍ରେଡିଟ କାର୍ଡ ରିନ୍ୟୁଆଲ କହି  OTP ମାଗିଲେ: ଲୁଟିନେଲେ  ୩୮ ହଜାର  

ବଲାଙ୍ଗୀର:  ଫୋନ କରି ବିଭିନ୍ନ ପ୍ରକାର ମିଠା ମିଠା କଥା କହି କ୍ରେଡିଟ କାର୍ଡ ରିନ୍ୟୁଆଲ କରିବା  କହି ଓଟିପି ମାଗି ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରାୟ  ୩୮ ହଜାର ଟଙ୍କା ଲୁଟିନେଲା ସାଇବର ଠକ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବିଡ଼ିଓ ଙ୍କ ଡ୍ରାଇଭର ରୁମାନ ମାଝୀ ଠକେଇର ଶିକାର ହୋଇଥିବା ସୂଚନା  ମିଳିଛି ।

ଡ୍ରାଇଭର ଜଣକ ବଙ୍ଗୋମୁଣ୍ଡା ଥାନା ବେଳପଡା ପଞ୍ଚାୟତ ବାଗବାହାଲ ଗାଁ ର ହୋଇଥିବା ବେଳେ ସେ ଦୀର୍ଘ ଦିନ ହେଲା ମୁରିବାହାଲ ବିଡ଼ିଓ ଙ୍କ ଡ୍ରାଇଭର ଭାବେ କାର୍ଯ୍ୟରତ ଅଛନ୍ତି । ଆଜି ମୁରିବାହାଲ ଥାନା ର ଦ୍ୱାରସ୍ଥ ହୋଇ ଦେଲେ ଏତଲା ଦେଇଛନ୍ତି । ସାଇବର ଠକ ପୁଣି ୧୦ ହଜାର ଟଙ୍କା ପଠାଇବା ପାଇ ଚାପ ପକାଉଥିବା ନେଇ ଜଣାପଡିଛି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OTP Requested for Credit Card Renewal: loot 38 thousand | Argus News