Odisha News / ଓଡ଼ିଶାରେ ପଞ୍ଜିକରଣରେ ବାହାର ରାଜ୍ୟରେ ଗଡୁଛି ସଂଖ୍ୟାଧିକ ଯାତ୍ରୀବାହୀ ଯାନ
·10 months ago·2 min read

Key Points
ସବୁ ଯାତ୍ରୀବାହୀ ଯାନ ଗୁଡିକର ତଥ୍ୟ ୧୫ ତାରିଖ ସୁଦ୍ଧା ଦେବା ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ। ସରକାରଙ୍କ ଏହି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ।
ବାହାର ରାଜ୍ୟରେ ଗଡୁଛି ଗାଡ଼ି କିନ୍ତୁ ଓଡ଼ିଶାରେ ପଞ୍ଜିକରଣ। କୁର୍ନୁଲୁ ବସ୍ ଟ୍ରାଜେଡି ପରେ ପରିବହନ ବିଭାଗ ଡାକିଥିବା ସମୀକ୍ଷା ବୈଠକରେ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଷା ପାଢ଼ୀ। ଦସ୍ତାବିଜ ଅନୁଯାୟୀ ସମୀକ୍ଷା ସମୟରେ ଜଣା ପଡିଥିଲା କି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପଞ୍ଜିକରଣ ଦାମ କମ ରହିଥିବାରୁ ବାହାର ରାଜ୍ୟର ସଂଖ୍ୟାଧିକ ଗାଡ଼ି ଓଡ଼ିଶାରେ ପଞ୍ଜିକରଣ କରିଛନ୍ତି । ସେହି ଗାଡ଼ି ଗୁଡିକ ନା କେବେ ଓଡ଼ିଶାରେ ଗଡୁଛି ନା ଓଡିଶା ସହ ତାର ଲିଙ୍କ ରହିଛି।
ଏହାସହ ପଢ଼ନ୍ତୁ: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ
ତେଣୁ ସେହିଭଳି ସବୁ ଯାତ୍ରୀବାହୀ ଯାନ ଗୁଡିକର ତଥ୍ୟ ୧୫ ତାରିଖ ସୁଦ୍ଧା ଦେବା ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ। ସରକାରଙ୍କ ଏହି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ।
ସେପଟେ ବିଭିନ୍ନ ରାଜ୍ୟରେ ଯାତ୍ରୀ ବାହୀ ବସ୍ ରେ ନିଆଁ ଲାଗିବା ଘଟଣାକୁ ଦେଖି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ସରକାର। ବସ୍ ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଜାରି କରାଯାଇଛି ସ୍ୱତନ୍ତ୍ର ନିର୍ଦ୍ଦେଶ ନାମା । ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ,

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ବଡ଼ ବ୍ୟବସାୟୀଙ୍କ ନାଁ ନେଇ କରୁଥିଲା ବ୍ଲାକମେଲ !
୧ - ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ମାଲିକ ମାନଙ୍କୁ ନେଇ ସଚେତନତା ଶିବିର ନିୟମିତ ଭାବେ କରାଇବାକୁ ନିର୍ଦ୍ଦେଶ
୨ - Fire detection ଆଲାରାମ ସିଷ୍ଟମ ବସ୍ ଗୁଡିକରେ ଲଗାଇବା ବାଧ୍ୟତାମୂଳକ ସହ ସେଗୁଡ଼ିକୁ ନିୟମିତ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ
୩ - ବସ୍ ଗୁଡ଼ିକର ଫିଟନେସ ଯାଞ୍ଚ ନିୟମିତ ଭାବେ କରିବା ପାଇଁ ନିର୍ଦ୍ଦେଶ
୪ - ବସ୍ ଗୁଡ଼ିକରେ ନିୟମିତ ଫାୟାର ସେଫ୍ଟି ଯାଞ୍ଚ ପାଇଁ ନିର୍ଦ୍ଦେଶ
ଯାତ୍ରୀ ମାନେ ଏହାକୁ ସ୍ୱାଗତ କରିଥିବାବେଳେ ବସ୍ ମାଲିକ ସ କଣ କହୁଛି ଶୁଣନ୍ତୁ…
କିଛି ଦିନ ତଳେ ହାଇଦ୍ରାବାଦରେ ବସରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୧୯ ଜଣ ପ୍ରାଣ ହରାଇଥିଲେ । ଅଗ୍ନିକାଣ୍ଡର ଶିକାର ହୋଇଥିବା କାବେରୀ ନାମକ ସେହି ବସଟିରେ ଓଡ଼ିଶା ପଞ୍ଜିକରଣ ନମ୍ବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯାହା ପରେ ଏବେ ରାଜ୍ୟ ପରିବହନ ବିଭାଗ ଆରମ୍ଭ କରିଛି ଖୋଳତାଡ଼। ଦେଖିବାର କଥା ଖୋଳତାଡ଼ରୁ କଣ ସାମ୍ନାକୁ ଆସୁଛି ଆଉ କାହା ଉପରେ ହେଉଛି ଆକ୍ସନ ?

Related Topics
Explore more stories