Videos
|
Odisha

ନିର୍ବାଚନ ଇତିହାସରେ ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କଲେ ନିର୍ବାଚନ ଆୟୁକ୍ତ

Swayangprajna Mishra
Browse all articles by Swayangprajna Mishra
·2 years ago
ନିର୍ବାଚନ ଇତିହାସରେ ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କଲେ ନିର୍ବାଚନ ଆୟୁକ୍ତ

ଅର୍ଗସ ବ୍ୟୁରୋ : ୭୫ ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କଲେ ନିର୍ବାଚନ ଆୟୁକ୍ତ । ଓଡ଼ିଶାରୁ ୧ କୋଟି ୪୭ ଲକ୍ଷରୁ ଅଧିକ ନଗଦ ଟଙ୍କା ଏବଂ ୧୬ କୋଟିରୁ ଅଧିକ ଟଙ୍କାର ମଦ ଜବତ। କଠୋର ଓ ନିରବଚ୍ଛିନ୍ନ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଲେ ନିର୍ବାଚନ ଆୟୁକ୍ତ।

ଅଧିକ ପଢନ୍ତୁ : କଟକ ଜୁଡ଼ିସିଆଲ ଏକାଡେମୀ ଛକରୁ ଜବତ ହେଲା ୯୬୦ ଲିଟର ଦେଶୀ ମଦ

୨୦୨୪ ସାଧାରଣ ନିର୍ବାଚନ ସମୟରେ ମତଦାତାଙ୍କୁ ପ୍ରଲୋଭନ ବିରୋଧରେ ନିର୍ବାଚନ ଆୟୁକ୍ତ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଜାରି କରିଛନ୍ତି । ଅର୍ଥବଳ ଉପରେ ନିର୍ବାଚନ ଆୟୁକ୍ତଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ରହିଛି। ମାର୍ଚ୍ଚ ପହିଲାରୁ ଦୈନିକ ୧୦୦କୋଟି ଟଙ୍କା ଲେଖାଏଁ ଜବତ କରାଯାଇଥିବା ସୂଚନା ରହିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Over 1 crore 47 lakh cash and over 16 crore liquor seized from Odisha | Argus News