|
logo
Live

Argus News - ପଦ୍ମଶ୍ରୀ କମଳା ପୂଜାରୀ ଏସସିବିରେ ଭର୍ତ୍ତି

Odisha

ପଦ୍ମଶ୍ରୀ କମଳା ପୂଜାରୀ ଏସସିବିରେ ଭର୍ତ୍ତି

Banajyotshna Ray
Browse all articles by Banajyotshna Ray
·2 years ago
ପଦ୍ମଶ୍ରୀ କମଳା ପୂଜାରୀ ଏସସିବିରେ ଭର୍ତ୍ତି

ଅର୍ଗସ ବ୍ୟୁରୋ: ପଦ୍ମଶ୍ରୀ କମଳା ପୂଜାରୀ ଏସସିବି ରେ ଭର୍ତ୍ତି । ହଠାତ୍ ଅସୁସ୍ଥତା ପାଇଁ ତାଙ୍କୁ ପ୍ରଥମେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟରେ ଅବନତି ଘଟିବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ନିଉ ମେଡ଼ିସିନ ଆଇସିୟୁରେ ଡାକ୍ତର ଜୟନ୍ତ ପଣ୍ଡାଙ୍କ ତତ୍ବାବଧାନରେ ଚିକିତ୍ସିତ ହେଉଛନ୍ତି କମଳା ପୂଜାରୀ। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରୁଛନ୍ତି । ପଦ୍ମଶ୍ରୀ କମଳା ପୂଜାରୀ କିଡନୀ ରୋଗରେ ପୂଡ଼ିତ ଅଛନ୍ତି । ଅଲଟ୍ରା ସାଉଣ୍ଡ ସମେତ ତାଙ୍କର ଅନ୍ୟାନ୍ୟ ପରୀକ୍ଷା କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପଦ୍ମଶ୍ରୀ କମଳା ପୂଜାରୀ ଏସସିବିରେ ଭର୍ତ୍ତି | Argus News