Videos
|
Odisha

ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

Smruti Parija
Browse all articles by Smruti Parija
·2 years ago
ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ପବିତ୍ର ଜାଗର ଯାତ୍ରା ଉପଲକ୍ଷେ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଅତ୍ୟନ୍ତ ସୁନ୍ଦର ଭାବେ ମହାଦେବଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ସୁଦର୍ଶନ । ଏହି ବାଲୁକା କଳାରେ ସୁଦର୍ଶନ ମହାଦେବଙ୍କ ପ୍ରତିକୂତିକୁ ସ୍ଥାନ ଦେବା ସହ ୫00ଟି ଷ୍ଟୋନରେ ଶିବଲିଙ୍ଗ ମଧ୍ୟ ସ୍ଥାପନ କରିଛନ୍ତି । ଶାନ୍ତି ପାଇଁ ପ୍ରାର୍ଥନା ଓଁ ନମଃ ଶିବାୟର ବାର୍ତ୍ତା ଦେବା ସହ ଜାଗରର ଶୁଭେଚ୍ଛା ଜଣାଇ ମହାଦେବଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଆନ୍ତର୍ଜାତୀକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
padmashree-Sudharshan Patnaik wished Shivaratri in sand art-at-puri-beach | Argus News