Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲୁକା ଚିତ୍ରକଳା ମାଧ୍ୟମରେ ସୂର୍ଯ୍ୟ ନମସ୍କାରର ମୁଦ୍ରା

Manini Pattanayak
Browse all articles by Manini Pattanayak
·2 years ago
ବାଲୁକା ଚିତ୍ରକଳା ମାଧ୍ୟମରେ ସୂର୍ଯ୍ୟ ନମସ୍କାରର ମୁଦ୍ରା

 ପୁରୀ: ଯୋଗକୁ ନେଇ ଲୋକଙ୍କୁ ସଚେତନ କରାଇବା ପାଇଁ ବାଲୁକା ଚିତ୍ରକଳାରେ ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ମାଧ୍ୟମରେ ସୂର୍ଯ୍ୟ ନମସ୍କାରର  ମୁଦ୍ରାକୁ ଦେଖାଇଛନ୍ତି ସୁଦର୍ଶନ ।

ଏହି ବାଲୁକାକଳାଟି ୫0 ଫୁଟ ରହିଥିବାବେଳେ ଏହିଥିରେ ୫00 ଟି ଷ୍ଟିଲ ବାଉଲ ବ୍ୟବହାର କରାଯାଇଛି l ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବ ଏଣୁ ସମସ୍ତେ ଯୋଗ କରିବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ପଦ୍ମଶ୍ରୀ ସୁଦର୍ଶନ ଅପିଲ କରିଛନ୍ତି। ସୁଦର୍ଶନଙ୍କ ନିର୍ମିତ ଏହି ବାଲୁକାକଳାକୁ ଦେଖିବାପାଇଁ ବେଳାଭୂମିରେ  ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା  ।

ଅଧିକ ପଢନ୍ତୁ  ଓଡିଶା  ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Padmashri Sudharsan has appealed to everyone to do yoga and encourage others to do yoga as the body will be healthy. | Argus News