Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖଣ୍ଡଗିରି ଥାନାରେ ପହଞ୍ଚିଲେ ବୈକୁଣ୍ଠ ସେବାଶ୍ରମର ସଭାପତି ପାଣ୍ଡବ ପରିଡ଼ା

Odisha

ଖଣ୍ଡଗିରି ଥାନାରେ ପହଞ୍ଚିଲେ ବୈକୁଣ୍ଠ ସେବାଶ୍ରମର ସଭାପତି ପାଣ୍ଡବ ପରିଡ଼ା

Banajyotshna Ray
Browse all articles by Banajyotshna Ray
·1 year ago
ଖଣ୍ଡଗିରି ଥାନାରେ ପହଞ୍ଚିଲେ ବୈକୁଣ୍ଠ ସେବାଶ୍ରମର ସଭାପତି ପାଣ୍ଡବ ପରିଡ଼ା

ଅର୍ଗସ ବ୍ୟୁରୋ: ଖଣ୍ଡଗିରି ଥାନାରେ ପହଞ୍ଚିଲେ ବୈକୁଣ୍ଠ ସେବାଶ୍ରମର ସଭାପତି ପାଣ୍ଡବ ପରିଡ଼ା । ଆବଶ୍ୟକୀୟ ଦସ୍ତାବିଜ ଖଣ୍ଡଗିରି ଥାନାରେ କଲେ ଦାଖଲ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ରଖିଲେ ସଫେଇ । ଏହି ଅବସରରେ ପାଣ୍ଡବ ପରିଡା କହିଛନ୍ତି କିଛି କୁଚକ୍ରୀ ଗୋଷ୍ଠୀ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିଚନ୍ତି। ତୁଳସୀ ପତ୍ର ପାଦରେ ରଖିବା ଏବେର ନୁହେଁ। ତାହା ଦଶ ବର୍ଷ ତଳର ଘଟଣା। ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି କହିଛନ୍ତି ପାଣ୍ଡବ ପରିଡା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pandav Parida, president of Baikuntha Sevashram, reached Khandagiri police station | Argus News