Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗତରାତିରେ ବିମାନରେ ପାଣ୍ଡିଆନ ଦିଲ୍ଲୀ ଯାଇଛନ୍ତି !

Odisha

ଗତରାତିରେ ବିମାନରେ ପାଣ୍ଡିଆନ ଦିଲ୍ଲୀ ଯାଇଛନ୍ତି !

Ritu Das
Browse all articles by Ritu Das
·2 years ago
ଗତରାତିରେ ବିମାନରେ ପାଣ୍ଡିଆନ ଦିଲ୍ଲୀ ଯାଇଛନ୍ତି !

ଅର୍ଗସ ବ୍ୟୁରୋ: ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ଭି.କେ ପାଣ୍ଡିଆନ୍‌ ଏବେ କେଉଁଠି ? କିଏ କହୁଛନ୍ତି ସିଏ ଭୁବନେଶ୍ୱରରେ ଅଛନ୍ତି ତ ଆଉ କିଏ କହୁଛନ୍ତି ସେ ତାମିଲନାଡୁ ପଳାଇ ଯାଇଛନ୍ତି । ଏହି ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ଭି. କେ ପାଣ୍ଡିଆନଙ୍କ ଫଟୋ। ପାଣ୍ଡିଆନ ବିମାନରେ ବସିଥିବା ଫଟୋ ସାମ୍ନାକୁ ଆସିବା ପରେ କୁହାଯାଉଛି ଗତକାଲି ରାତିରେ ଦିଲ୍ଲୀ ପଳାଇଛନ୍ତି ଭି.କେ ପାଣ୍ଡିଆନ୍‌ । 

ମିଳିଥିବା ସୂଚନା ଅନୁସାରେ ଭି.କେ ପାଣ୍ଡିଆନ୍‌ ଦିଲ୍ଲୀରେ ଥିବା ଜଣାପଡ଼ିଛି । ବୁଧବାର ବିଳମ୍ୱିତ ରାତିରେ ସେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ପଳାଇ ଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଭି.କେ ପାଣ୍ଡିଆନ୍‌ ଦିଲ୍ଲୀରେ ଥିବା ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Pandian has gone | Argus News