Videos
|
Odisha

ପାଣ୍ଡିଆନ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର: ରୁବେନ୍ ବାନାର୍ଜୀ

Banajyotshna Ray
Browse all articles by Banajyotshna Ray
·2 years ago
ପାଣ୍ଡିଆନ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର: ରୁବେନ୍ ବାନାର୍ଜୀ

ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳର ନେତା ଭି. କେ ପାଣ୍ଡିଆନ ନିଜ ଦଳ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର। ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରକୁ ଏକଥା କହିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ। ସେ ଆହୁରି କହିଛନ୍ତି ପାଣ୍ଡିଆନ ହେଉଛନ୍ତି ବିଜେଡିର ସଞ୍ଜୟ ଗାନ୍ଧୀ। ପାଣ୍ଡିଆନ ପ୍ରଚାର କରନ୍ତୁ ବୋଲି ଚାହୁଁନାହାନ୍ତି ବିଜେଡି ପ୍ରାର୍ଥୀ। ଏଥର ନିର୍ବାଚନରେ ବିଜେଡି ଖସିବ ବୋଲି କହିବା ସହ ଓଡ଼ିଶା ରାଜନୀତିରେ 1995 ଓ 2024 ନିର୍ବାଚନର ତୁଳନାତ୍ମକ ଚିତ୍ର ରଖିଛନ୍ତି ରୁବେନ୍ ବାନାର୍ଜୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pandian is not of BJD but BJP's star campaigner: Ruben Banerjee | Argus News