Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁଖ୍ୟମନ୍ତ୍ରୀଙ୍କୁ ଗୋଡରେ ଖେଞ୍ଚିଲେ ପାଣ୍ଡିଆନ , ଭାଇରାଲ ହେଲା ଭିଡିଓ

Odisha

ମୁଖ୍ୟମନ୍ତ୍ରୀଙ୍କୁ ଗୋଡରେ ଖେଞ୍ଚିଲେ ପାଣ୍ଡିଆନ , ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·1 year ago
ମୁଖ୍ୟମନ୍ତ୍ରୀଙ୍କୁ ଗୋଡରେ ଖେଞ୍ଚିଲେ ପାଣ୍ଡିଆନ , ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଇଏ କି ସମ୍ମାନ ? ନବୀନ ପଟ୍ଟନାୟକଙ୍କ ହାତ ଚାପିବା ପରେ ଗୋଡକୁ ଖେଞ୍ଚିବାର ଭିଡିଓ ହେଲା ଭାଇରାଲ । ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କୁ ଗୋଇଠା ମାରି ବୋଲ ମନାଇବାକୁ ପାଣ୍ଡିଆନ ଦେଉଛନ୍ତି କି ଧମକ । ଡିଜିଟାଲ ସିଗନେଚର ମାଧ୍ୟମରେ ସରକାରୀ କାମ କରୁଛନ୍ତି ପାଣ୍ଡିଆନ ।  କ୍ଷମତାକୁ ଆସିଲେ ତଦନ୍ତ ପାଇଁ ବିଜେପି ଦେଲା ପ୍ରତିଶ୍ରୁତି । 

ଅଧିକ ପଢନ୍ତୁ : 'ଦୁଃଖଦାୟକ; ନବୀନ ବାବୁଙ୍କ ହାତର ଗତିକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି ପାଣ୍ଡିଆନ'

ପୂର୍ବରୁ ଏକ ସଭାରେ ମୁଖ୍ୟମନ୍ତ୍ରୀଙ୍କ ହାତ ଟାଣିଦେବାର ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ପୁଣି ପାଣ୍ଡିଆନ ନବୀନଙ୍କୁ ଗୋଡ ମାରୁଥିବାର ଭିଡିଓ ଭାଇରାଲ ହୋଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
pandian miss behave again to chief minister | Argus News