Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମିଶନ ଶକ୍ତି ବିଭାଗରୁ ବିଦା ହେଲେ ପାଣ୍ଡିଆନଙ୍କ ପତ୍ନୀ

Odisha

ମିଶନ ଶକ୍ତି ବିଭାଗରୁ ବିଦା ହେଲେ ପାଣ୍ଡିଆନଙ୍କ ପତ୍ନୀ

Jitendra Dash
Browse all articles by Jitendra Dash
·2 years ago
ମିଶନ ଶକ୍ତି ବିଭାଗରୁ ବିଦା ହେଲେ ପାଣ୍ଡିଆନଙ୍କ ପତ୍ନୀ

ଅର୍ଗସ ବ୍ୟୁରୋ : ମିଶନ ଶକ୍ତି ସଚିବ ପଦରୁ ହଟିଲେ ସୁଜାତା କାର୍ତ୍ତିକେୟନ । ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ପଦରୁ ହଟିଲେ ସୁଜାତା କାର୍ତ୍ତିକେୟନ । ମିଶନ ଶକ୍ତି ବିଭାଗରୁ ବିଦା ହେଲେ ପାଣ୍ଡିଆନଙ୍କ ପତ୍ନୀ । ବିଜୁ ଜନତା ଦଳ ପାଇଁ କାମ କରିବା ପଡ଼ିଲା ମହଙ୍ଗା । ସ୍ବାମୀ ପାଣ୍ଡିଆନଙ୍କ ପାଇଁ ସରକାରୀ କ୍ଷମତାର କରୁଥିଲେ ଦୁରୂପଯୋଗ ।

ଅଧିକ ପଢନ୍ତୁ : ମିଶନ ଶକ୍ତି ବିଭାଗରୁ ବିଦା ହେଲେ ପାଣ୍ଡିଆନଙ୍କ ପତ୍ନୀ

ବିଜେଡି ସପକ୍ଷରେ ଭୋଟ୍ ଦେବା ଲାଗି ସ୍ବୟଂ ସହାୟିକା ଗୋଷ୍ଠୀ ଉପରେ ପକାଉଥିଲେ ଚାପ । ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି ନିର୍ଦ୍ଦେଶ ଦେଇଥିଲେ ଇସିଆଇ । ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି । ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ସଚିବ ଭାବେ ଅତିରିକ୍ତ ଦାୟିତ୍ବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Pandian's wife retired from Mission Shakti | Argus News