ପରୀ ହତ୍ୟା : ଦୋଷୀକୁ ୨୦ ବର୍ଷ ଜେଲ୍
·2 years ago

ଆସିଲା "ପରୀ" ରାୟ । ନାବାଳକକୁ ୨୦ ବର୍ଷ ଜେଲ । ନୟାଗଡ଼ର ବହୁ ଚର୍ଚିତ ପରି ହତ୍ୟା ମାମଲାରେ ଆସିଲା ରାୟ l ରାୟ ଶୁଣାଇଲେ ନୟାଗଡ଼ ଅତିରିକ୍ତ ଦୌରା ଜଜ ଲିଲି ସେନାପତି l ମାମଲାରେ sit ଗିରଫ କରିଥିବା ଅଭିଯୁକ୍ତ ନାବାଳକକୁ ଅପହରଣ, ଦୁଷ୍କର୍ମ ଓ POCSO ACT ରେ ଦୋଷୀ ସାବ୍ୟସ୍ତ କରିବା ସହ ଅଭିଯୁକ୍ତକୁ 6 POCSO ACT ରେ 20 ବର୍ଷ ଜେଲ ଦଣ୍ଡାଦେଶ ସହ ୨ ହଜାର ଟଙ୍କା FINE ଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ ।
ଅଧିକ ପଢନ୍ତୁ : ଆଜି ଆସିବ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ରାୟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: