Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

Banajyotshna Ray
Browse all articles by Banajyotshna Ray
·2 years ago
ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

ଅର୍ଗସ ବ୍ୟୁରୋ:  ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା। ସାତପଡା ରୁ ଜହ୍ନିକୁଦା ଯାଉଥିବା ସମୟରେ ଫସିଲା ଡଙ୍ଗା। ତେବେ ଡଙ୍ଗାରେ ୨୫ ଜଣ ଯାତ୍ରୀ ଫସିରହିଥିବା ସୂଚନା। ଯାନ୍ତ୍ରିକ ତ୍ରୁଟି ଲାଗି ଡଙ୍ଗା ଫସିରହଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Passenger boat stranded in Chilika | Argus News