Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବସ୍ ରେ ଯାତ୍ରା କରୁଥିବାବେଳେ ଟଳିପଡିଲେ ଯାତ୍ରୀ

Smruti Parija
Browse all articles by Smruti Parija
·2 years ago
ବସ୍ ରେ ଯାତ୍ରା କରୁଥିବାବେଳେ ଟଳିପଡିଲେ ଯାତ୍ରୀ

ବାଲେଶ୍ୱର: ମୃତ୍ୟୁ ଏମିତି ବି ଆସେ । ବସ୍ ରେ ଯାତ୍ରା କରୁଥିବାବେଳେ ଟଳିପଡିଲେ ଯାତ୍ରୀ । ସୂଚନା ଅନୁଯାୟୀ  ଭୋଗରାଇରୁ ବାଲେଶ୍ବର ଯାଉଥିଲା ମଧୁସୂଦନ ବସ୍ । ଏହି ବସ୍ ରେ ଭୋଗରାଇ ଗ୍ରାମର ଗୌରାଙ୍ଗ ପ୍ରଧାନ କୌଣସି କାମରେ ଜଳେଶ୍ୱର ଯାଉଥିଲେ । ଗୌରାଙ୍ଗ ବସ ସିଟ୍ ରେ ବସି ଯାତ୍ରା କରୁଥିବାବେଳେ ବସ୍ କଣ୍ଡକ୍ଟର ଟଙ୍କା ମାଗିବା ବେଳେ ଯାତ୍ରୀ ଜଣଙ୍କ ଟଳି ପଡିଥିଲେ । ଚେତାଶୂନ୍ୟ ଅବସ୍ଥାରେ ବସ କର୍ମଚାରୀ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ତେବେ ମୃତ୍ୟର କାରଣ ଅସ୍ପଷ୍ଟ ରହିଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
passenger died while traveling in the bus | Argus News