Videos
|
Odisha

ବୈତରଣୀରେ ଫସିଲା ଯାତ୍ରୀବାହୀ ଲଞ୍ଚ: ଅଳ୍ପକେ ବର୍ତ୍ତିଲେ ୭ ଯାତ୍ରୀ

Ritu Das
Browse all articles by Ritu Das
·1 year ago
ବୈତରଣୀରେ ଫସିଲା ଯାତ୍ରୀବାହୀ ଲଞ୍ଚ: ଅଳ୍ପକେ ବର୍ତ୍ତିଲେ ୭ ଯାତ୍ରୀ

ଅର୍ଗସ ବ୍ୟୁରୋ: ଅଧିକ ପବନ ହେବାରୁ ବୈତତଣୀ ନଦୀରେ ଶାଗୁଣୀଆଡିଆ ଘାଟରେ ଭରା ନଈ ମଧ୍ୟ୍ୟରେ ଫସି ରହିଛି ଯାତ୍ରୀବାହୀ ସାଳନ୍ଦୀ ଲଞ୍ଚ। ଯାତ୍ରୀ ବାହି ଲଞ୍ଚଟି ତାଳଚୁଆରୁ ଚାନ୍ଦବାଲି ଅଭିମୁଖେ ଯାତ୍ରୀ ନେଇ ଫେରୁଥିବା ବେଳେ ଅଧିକ ପବନ ହେବାରୁ ଶାଗୁଣୀଆଡିଆ ଘାଟ ନିକଟରେ ଫସି ଯାଇଥିଲା।

ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ 7 ରୁ ଉର୍ଦ୍ଧ୍ବ ଯାତ୍ରୀ l ଅନ୍ୟ ଏକ ମାଛ ଧରା ବୋଟ ମାଧ୍ୟମରେ ଜଳ ଯାତ୍ରୀ ଉଦ୍ଧାର ହୋଇଛନ୍ତି। 7ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: