Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହରିଦାସପୁର-ପାରାଦୀପ ଟ୍ରାକ୍‌ରେ ଗଡ଼ିବ ପାସେଞ୍ଜର ଟ୍ରେନ୍‌

Odisha

ହରିଦାସପୁର-ପାରାଦୀପ ଟ୍ରାକ୍‌ରେ ଗଡ଼ିବ ପାସେଞ୍ଜର ଟ୍ରେନ୍‌

Ritu Das
Browse all articles by Ritu Das
·2 years ago
ହରିଦାସପୁର-ପାରାଦୀପ ଟ୍ରାକ୍‌ରେ ଗଡ଼ିବ ପାସେଞ୍ଜର ଟ୍ରେନ୍‌

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡାକୁ ଗଡିବ ମେମୁ ଟ୍ରେନ। ହରିଦାସପୁର-ପାରାଦୀପ ଟ୍ରାକ୍‌ରେ ଗଡ଼ିବ ପାସେଞ୍ଜର ଟ୍ରେନ୍‌ । ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଯାତ୍ରୀବାହୀ ରେଳର ଉଦଘାଟନ କରିବେ। 

କେନ୍ଦୁଝର ମା' ତାରିଣୀଙ୍କ ପୀଠ ସହ କେନ୍ଦ୍ରାପଡାର ଶ୍ରୀ ବଳଦେବଜୀଉ କ୍ଷେତ୍ରକୁ ଏହି ଟ୍ରେନ ସଂଯୋଗ କରିବ। ଯାତ୍ରୀବାହୀ ରେଳ ଗଡ଼ିବା ନେଇ ସୂଚନା ଦେଇଛନ୍ତି ଡିଆରଏମ୍‌ ଏସ୍‌ଏସ୍‌ ବାଜୱା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Passenger trains | Argus News