Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସିପାରିଲାନି ଆମ୍ୱୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

Banajyotshna Ray
Browse all articles by Banajyotshna Ray
·2 years ago
ଆସିପାରିଲାନି ଆମ୍ୱୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

ଅର୍ଗସ ବ୍ୟୁରୋ:  ସ୍ୱାସ୍ଥ୍ୟ ଅବସ୍ଥାର ବିକଳ ଚିତ୍ର। ଗାଁକୁ ଆମ୍ବୁଲାନ୍ସ ନଯିବାରୁ ୨କିଲୋମିଟର ଯାଏଁ ଖଟିଆରେ ବୁହା ହେଲେ ରୋଗୀ। ରେଢାଖୋଲ ନିର୍ଵାଚନ ମଣ୍ତଳିରୁ ପୁଣି ଆସିଲା ଅବ୍ୟବସ୍ଥାର ଚିତ୍ର। ଜୁଜୁମୁରା ବ୍ଲକ ଗଡଲୋଇସିଂଘ ପଂଚାୟତ ବେଲପାଣି ଗାଁର ସୁମିତ୍ରା ପାରେଖ ଅସୁସ୍ଥ ହୋଇଥିଲେ। ହେଲେ ଗାଁରୁ ୨ କିଲୋମିଟର ଦୂରରେ ଥିବା କୁସୁମଟିକ୍ରା ନିକଟ ନାଳରେ ପୋଲ ଓ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ପହଚି ପାରିଲା ନାହିଁ। ଫଳରେ ପରିବାର ଲୋକ ରୋଗୀକୁ ୨ କିଲୋମିଟର ରାସ୍ତା ଖଟିଆରେ ବୋହି ନେଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
patient was carried in bed in sambalpur | Argus News