Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟଙ୍କା ନଦେବାରୁ ମିଳିନି ଟିକେଟ: ଶରତ ଚନ୍ଦ୍ର ବୁରୁଡା

Banajyotshna Ray
Browse all articles by Banajyotshna Ray
·2 years ago
ଟଙ୍କା ନଦେବାରୁ ମିଳିନି ଟିକେଟ: ଶରତ ଚନ୍ଦ୍ର ବୁରୁଡା

ଅର୍ଗସ ବ୍ୟୁରୋ:  ୪୦ ଲକ୍ଷ ଟଙ୍କା ଦିଅ ଟିକେଟ ନିଅ । ଟଙ୍କା ନଦେବାରୁ ମିଳିନି ଟିକେଟ। ଅଭିଯୋଗ ଆଣିଲେ ଆସେଇ ନେତା ଶରତ ଚନ୍ଦ୍ର ବୁରୁଡା । ରାଜ୍ୟ କଂଗ୍ରେସରେ ଟିକେଟ ପାଇଁ ମଗାଯାଉଛି ବିପୁଳ ଅର୍ଥ। କିଏ ଦଳ ପାଇଁ କୋଣ କରୁଛି ତାର କୋଣସି ମୂଲ୍ୟ ନାହିଁ। ନିର୍ବାଚନ ଲଢ଼ିବାର ଅଛି ଆଉ ଟିକେଟ ପାଇବାର ଅଛି ଯଦି ଟଙ୍କା ଦିଅ ଏବଂ ଟିକେଟ ନିଅ । ଏପରି ସଂଘୀନ ଅଭିଯୋଗ ଆଣିଛନ୍ତି ଶରତ ଚନ୍ଦ୍ର ବୁରୁଡା । ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହା ପୂର୍ବରୁ ଟିକେଟ ବଣ୍ଟା ପରିସ୍ଥିତି ଉପୁଜିଲାଣି। ଭୋଟର କିଛି ନିଷ୍ପତ୍ତି ନେବା ପୂର୍ବରୁ ଟଙ୍କା ଦେଇ ଭୋଟ ବଣ୍ଟାଯାଉଥିବା ଅଭିଯୋଗ ହେଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pay 40 lakhs and get a ticket | Argus News