Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ

Swayangprajna Mishra
Browse all articles by Swayangprajna Mishra
·2 years ago
କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ

ଅର୍ଗସ ବ୍ୟୁରୋ : କଂଗ୍ରେସକୁ ଝଟକା । ଦଳ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ । ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ନେଇ ପିସିସି ସଭାପତିଙ୍କୁ ଚିଠି ଲେଖିଛନ୍ତି । 2014 ରୁ 2016 ଯୁବ କଂଗ୍ରେସ ସଭାପତି ଓ ପରେ ପିସିସି ସାଧାରଣ ସମ୍ପାଦକ ପଦରେ ରହିଥିଲେ ରଜତ ।

ଅଧିକ ପଢନ୍ତୁ ଭାରତ ଖବର

ଦଳୀୟ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିବା ଯୋଗୁଁ ଦଳ ଛାଡିଥିବା ଚର୍ଚ୍ଚା ହେଉଛି । ନିକଟରେ ନିହାର ମହାନନ୍ଦ, ଅଂଶୁମାନ ମହାନ୍ତି ଓ ବିପ୍ଳବ ଜେନାଙ୍କ ଭଳି ଟାଣୁଆ ନେତା ଦଳ ଛାଡିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PCC vice-president Rajat Choudhury left the congress party . | Argus News