Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ଦର୍ଶନକୁ ନେଇ ଲୋକେ ଅସନ୍ତୋଷ

Odisha

ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ଦର୍ଶନକୁ ନେଇ ଲୋକେ ଅସନ୍ତୋଷ

Ritu Das
Browse all articles by Ritu Das
·2 years ago
ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ଦର୍ଶନକୁ ନେଇ ଲୋକେ ଅସନ୍ତୋଷ

ଅର୍ଗସ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ଦର୍ଶନକୁ ନେଇ ଅସନ୍ତୋଷ ଭକ୍ତ। ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ପାଇଁ ୨୧ ଟି ୱାର୍ଡରୁ ଲୋକମାନଙ୍କୁ ଦର୍ଶନ ପାଇଁ ନିଆଯାଇଥିଲା। 

କିନ୍ତୁ ଲୋକମାନେ ଅଭିଯୋଗ ଆଣିଛନ୍ତି ଯେ କେବଳ ୨୦ ଜଣ ଲୋକଙ୍କୁ ପ୍ରତ୍ୟେକ ୱାର୍ଡ ନିଆଯାଇଛି ଏବଂ କେବଳ ବିଜେଡି ଲୋକଙ୍କୁ ନିଆଯାଉଛି ବୋଲି ଅଭିଯୋଗ ଆଣିଛନ୍ତି। ଏବଂ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ କଣ ପ୍ରେତେକ ୱାର୍ଡରେ କଣ କେବଳ ୨୦ ଜଣ ଲୋକ ହିଁ ଅଛନ୍ତି। ବିଜେଡି ସରକାର ଭକ୍ତ ଙ୍କ ଭାବାବେଗ ସହ ଖେଳ ଖେଳୁଛି ଆଗକୁ ନିର୍ବାଚନ ଆସୁଥିବାରୁ ଏହା ଏକ କେବଳ ପ୍ରହସନ ବୋଲି କହିଛିନ୍ତି ଲୋକ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
People are dissatisfied | Argus News