Videos
|
Odisha

ସ୍ଥାୟୀ ପଟ୍ଟା ଯୋଗାଇବା ଦାବିରେ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଲୋକେ

Banajyotshna Ray
Browse all articles by Banajyotshna Ray
·2 years ago
ସ୍ଥାୟୀ ପଟ୍ଟା ଯୋଗାଇବା ଦାବିରେ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଲୋକେ

ଅର୍ଗସ ବ୍ୟୁରୋ: ବସ୍ତି ବାସିନ୍ଦାଙ୍କ ହଲ୍ଲାବୋଲ । ଜୋରଦାର ଆନ୍ଦୋଳନ । ସ୍ଥାୟୀ ପଟ୍ଟା ଯୋଗାଇବା ଦାବିରେ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ । ବଳିଆପଣ୍ଡା ବିଜୟନଗର ଵସ୍ତିର ହଜାର ହଜାର ବସ୍ତି ବାସିନ୍ଦା ସ୍ଥାୟୀ ପଟ୍ଟା ଦାବିରେ ୩ ଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବାରମ୍ବାର ପ୍ରତିଶ୍ରୁତି ଦେବାପରେ ମଧ୍ୟ ପ୍ରଶାସନ ବସ୍ତି ବାସିନ୍ଦା ମାନଙ୍କ ଦାବି ପୂରଣ ନ କରିବାରୁ ଗଣଧାରଣା ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
People besieged the Puri District Collector's office demanding permanent leases | Argus News