Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନଙ୍କ ମିଛ ଭାଷଣ ଶୁଣିଲେନି ଲୋକେ , ଫାଙ୍କା ପଡିଲା ଶହଶହ ଚେୟାର

Swayangprajna Mishra
Browse all articles by Swayangprajna Mishra
·2 years ago
ପାଣ୍ଡିଆନଙ୍କ ମିଛ ଭାଷଣ ଶୁଣିଲେନି ଲୋକେ , ଫାଙ୍କା ପଡିଲା ଶହଶହ ଚେୟାର

କଟକ : କଟକରେ 5ଟି ଅଧକ୍ଷ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସଭାକୁ ଗ୍ରହଣ କଲେନି ଲୋକେ । ସଭାରେ ଫାଙ୍କା ପଡିଲା ଶହ ଶହ ଚେୟାର। ପାଣ୍ଡିଆନଙ୍କ ସଭା କାର୍ଯ୍ୟ ଜାରି ରହିଥିଲା ବେଳେ ଅଧାରୁ ସଭା ପରିତ୍ୟାଗ କଲେ ମହିଳା ।

ଅଧିକ ପଢନ୍ତୁ : ମିଛ ପାହାଡ଼ରେ ବସିଛନ୍ତି ପାଣ୍ଡିଆନ

ବିଜେପି ବିରୋଧରେ ମିଛ ଭାଷଣକୁ ଗ୍ରହଣ କଲେନି ମହିଳା କର୍ମୀ । କଟକ ଚୌଦ୍ବାରରେ ହୋଇଥିବା ସଭାରେ ଖାଲି ପଡିଲା ଶହ ଶହ ସଂଖ୍ୟାରେ ଚେୟାର । ଏଦୃଶ୍ୟ ହିଁ ବୟାନ କରୁଛି ପାଣ୍ଡିଆନଙ୍କୁ ଗ୍ରହଣ କରୁନାହାଁନ୍ତି ଲୋକ । ସ୍ବାଭିମାନୀ ଓଡ଼ିଆ କିଭଳି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଗ୍ରହଣ କରୁଛନ୍ତି ଏହି ଦୃଶ୍ୟ ହିଁ ତାହା ବୟାନ କରୁଛି । କେବଳ କଟକ ନୁହେଁ ଅନେକ ସଭାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଚେୟାର ଫାଙ୍କା ପଡିଥଇବା ଦେଖିବାକୁ ମିଳିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
People do not accept V.K pandian | Argus News