Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୫ଟି ଲେଖାଥିବା ବ୍ୟାଗକୁ ବିରୋଧ କଲେ ଲୋକେ

Banajyotshna Ray
Browse all articles by Banajyotshna Ray
·2 years ago
୫ଟି ଲେଖାଥିବା ବ୍ୟାଗକୁ ବିରୋଧ କଲେ ଲୋକେ

ଅର୍ଗସ ବ୍ୟୁରୋ:  ୫-ଟି ଲେଖାଥିବା ବ୍ୟାଗକୁ ବିରୋଧ । ପେଟ୍ରୋଲ ଢାଳି ପୋଡ଼ିଦେଲେ ୫-ଟି ଲେଖାଥିବା ବ୍ୟାଗ । ରାଜକନିକ ବ୍ଲକ ପେଗରପଡା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ୫-ଟି ଲେଖାଥିବା ବ୍ୟାଗକୁ ବିରୋଧ । ସମିତି ସଭ୍ୟ ପ୍ରବେଶନ ମଲ୍ଲିକଙ୍କ ନେତୃତ୍ୱରେ ଏକାଧିକ ଲୋକ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ସହ ମିଳିଥିବା ୫-ଟି ବ୍ୟାଗକୁ ପୋଡିଦେଇଛନ୍ତି ।

କେନ୍ଦ୍ରର ମୋଦି ସରକାରଙ୍କ ଗରିବ କଲ୍ୟାଣ ନିମନ୍ତେ ସମସ୍ତ ଯୋଜନାକୁ ରାଜ୍ୟସରକାର ହରିଲୁଟ କରି ନିଜ ନାଁରେ କରାଇ ନେଇ ଦୁଇଟି ଲେଖା ବ୍ୟାଗ ଧରାଇ ଶସ୍ତା ରାଜନୀତି ଓ ଲୋକପ୍ରିୟତା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ସମିତିସଭ୍ୟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
people objected to the bag with 5t bag | Argus News