Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାଲୁକୁ ଦେଖି ଆତଙ୍କିତ ଲୋକେ  

Manini Pattanayak
Browse all articles by Manini Pattanayak
·2 years ago
ଭାଲୁକୁ ଦେଖି ଆତଙ୍କିତ ଲୋକେ  

ନବରଙ୍ଗପୁର: ଗଛରେ ଜଗିଛି ଭାଲୁ । ଭାଲୁକୁ ଦେଖି ଆତଙ୍କିତ ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ।

ଏମିତି କିଛି ଦେଖିବାକୁ ମିଳିଛି ନବରଙ୍ଗପୁର ଉମରକୋଟ ରାଇଘର ମୁଖ୍ୟ ରାସ୍ତା କଡ଼ରେ । ଡାଇବେଡା ଗାଁକୁ ଲାଗି ରାସ୍ତା କଡ଼ ଗଛ ଉପରେ ଭାଲୁ ବସି ରହିଛି । ରାସ୍ତାରେ ଯିବା ଆସିବା ଲୋକେ ଭୟ ବିତ୍ ଥିବା ଦେଖିବାକୁ ମିଳିଛି। 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bear on a tree. The people walking on the street panic at the sight of the bear. | Argus News